Nojoto: Largest Storytelling Platform

ତୁ ନିଆଁ ହୋଇ ଜାଳିଦେଲୁ ମୋ ହୃଦୟର ଘର ଯେଉଁ ଘର କରିଥିଲା

ତୁ ନିଆଁ ହୋଇ  ଜାଳିଦେଲୁ ମୋ ହୃଦୟର ଘର
ଯେଉଁ ଘର କରିଥିଲା ତୋତେ ଦିନେ ନିଜର
ସଜେଇଥିଲା ତୋ ପାଇଁ ପ୍ରେମର ଏକ ପାନ ପତର
ସେହି ପାନ ପତରକୁ ତୁ ଚିରି ହୃଦୟରୁ ଅଦିନରେ ତୁ ମୋତେ ଛାଡି ଚାଲିଗଲୁ ଅଦିନିଆ ପର କରି

©Diptimayee Nayak #bornfire #ପ୍ରେମବିରହ #Sad💔 #brockenheart #odiakabita