White ବାରଅଙ୍ଗେ ଯାହା ବିଳାସ ମୂର୍ଚ୍ଚନା, ଅଟେ ସେହି ବାରଙ୍ଗନା । ବାର ପୁରୁଷେ ଅଙ୍ଗେ ଲଳିତ, ମନ ତାର ବିଶୋଭନା ।। ଆତ୍ମୀୟ ଶାନ୍ତି ର ଶରୀର ତାହାର, ଆତ୍ମୀୟ ଯେ ପୁରୁଷର । ଭୋଗ ବିଳାସ ରେ ଦୁହେଁ ବିଳିତ, ଲାଙ୍ଗୁଳ ଲଳେ ଶରୀର ।। ©Pratik #sad_qoute #Poetry on love #SAD #poetry #lovers #Islam #Oneside❤Love❤😢😢😢poetry for her