Nojoto: Largest Storytelling Platform

ମନେ ପଡ ତୁମେ ଏହି ବର୍ଷା ରାତିରେ, କାମିନି ରଜନୀଗନ୍ଧା ର ମ

ମନେ ପଡ ତୁମେ ଏହି ବର୍ଷା ରାତିରେ, କାମିନି ରଜନୀଗନ୍ଧା ର ମହ ମହ ବାସ୍ନା ରେ ମୋ ମନକୁ ଅଲ୍ଲାହାଦିତ କରି, ଝୁମ୍ ଝୁମ୍ ପାଉଁଜି ସ୍ଵର ରେ.. ମୋ ଛାତି କୁ ଜାବୁଡି ଧରି ଏକ ଗରମ୍ ଚୁମ୍ବନ ରେ ମିଶେଇ ଦିଅ ମୋ ପ୍ରେମକୁ ତୁମ ସହ.. ଦେହ ସହ ଦେହ ମିଶେ ଆଉ ବର୍ଷା ବି ଲାଗେ ଫଗୁଣ.. ପ୍ରିୟା ତୁମେ ମୋର ଅତି ନିଜର.
କାଦମ୍ବିନୀ ତୁମେ, ତୁମେ ରାଜହଂସି..
ଗଢ଼ିଛ ମୋ ସାଥେ ତୁମେ, ସ୍ଵପ୍ନ ର ନଗରୀ..
ମାୟା ନୂହେଁ ତୁମେ, ମାୟାବିନୀ... 
ମରୀଚିକା ପଛେ ଯାଏ ମୁଁ, ତୁମ ପାଇଁ ନୀତି ... 
                                                      
                                                                   07-01-2020 RJ kisan story 2020

rjkisan9874

RJ KISAN

Bronze Star
New Creator