Nojoto: Largest Storytelling Platform

#OpenPoetry କବିତା… ଆଲୋକ ମୁଁ ଚାହେଁ ଟିକିଏ ଆଲୋକ ଏ ଆ

#OpenPoetry କବିତା… ଆଲୋକ


ମୁଁ ଚାହେଁ ଟିକିଏ ଆଲୋକ
ଏ ଆଲୋକରେ ହଟିଯାଉ ସବୁତକ ଅନ୍ଧାର
ମିଶିଯାଉ ଏ ମାଟିରେ ଅନ୍ଧବିଶ୍ୱାସ ଓ କୁସଂସ୍କାର
ଜାତି,ଧର୍ମ,ବର୍ଣ୍ଣ ନ ରହୁ ଏ ଜଗତେ
ନ ରହୁ ମିଥ୍ୟାର ପସରା ଆସର....
ପ୍ରେମର ଜାଗୃତି କରିବା ପରେ
ତାକୁ ନ ମିଲାଉ ମାଟିରେ
ଭରି ଦଅ ପ୍ରକୃତିର ଟିକିଏ ଆଲୋକ
ଭରିଦିଅ ପ୍ରେମର ଆଲୋକ ମୋ ହୃଦୟେ
ମେଟି ଯାଉ ନିରବତା ଏହି ଆଲୋକରେ
ଚିରଦିନ ମୁଁ ରହିଁଥାଏ ଜଗତ ପ୍ରେମରେ..............
@pbs# #OpenPoetry aaloka@pbs#
#OpenPoetry କବିତା… ଆଲୋକ


ମୁଁ ଚାହେଁ ଟିକିଏ ଆଲୋକ
ଏ ଆଲୋକରେ ହଟିଯାଉ ସବୁତକ ଅନ୍ଧାର
ମିଶିଯାଉ ଏ ମାଟିରେ ଅନ୍ଧବିଶ୍ୱାସ ଓ କୁସଂସ୍କାର
ଜାତି,ଧର୍ମ,ବର୍ଣ୍ଣ ନ ରହୁ ଏ ଜଗତେ
ନ ରହୁ ମିଥ୍ୟାର ପସରା ଆସର....
ପ୍ରେମର ଜାଗୃତି କରିବା ପରେ
ତାକୁ ନ ମିଲାଉ ମାଟିରେ
ଭରି ଦଅ ପ୍ରକୃତିର ଟିକିଏ ଆଲୋକ
ଭରିଦିଅ ପ୍ରେମର ଆଲୋକ ମୋ ହୃଦୟେ
ମେଟି ଯାଉ ନିରବତା ଏହି ଆଲୋକରେ
ଚିରଦିନ ମୁଁ ରହିଁଥାଏ ଜଗତ ପ୍ରେମରେ..............
@pbs# #OpenPoetry aaloka@pbs#