Nojoto: Largest Storytelling Platform

ତମେ ବଗିଚାକୁ ଯିବ ନାହିଁ ପ୍ରିୟା ଈର୍ଷାରେ ଜଳିବେ ସରମି ଫୁ

ତମେ ବଗିଚାକୁ ଯିବ ନାହିଁ ପ୍ରିୟା
ଈର୍ଷାରେ ଜଳିବେ ସରମି ଫୁଲ
ରାଗରେ କହିବେ ଚାଲିଯାଅ ଏଠୁ
ତୁମେ ଥିଲେ ଯିବ ଆମରି ମୂଲ

ମାଳୀ କି ବୁଝିବ ଗୁଣ କି କାହାର
ବାଛିଦେବ କିଏ ରଙ୍ଗରେ ଭରା
ତମେ ଯଦି ଯିବ ବଗିଚାର ପାଶେ
ଫୁଲ ସବୁ ହେବେ ଅଲୋଡା ପରା Tariff
ତମେ ବଗିଚାକୁ ଯିବ ନାହିଁ ପ୍ରିୟା
ଈର୍ଷାରେ ଜଳିବେ ସରମି ଫୁଲ
ରାଗରେ କହିବେ ଚାଲିଯାଅ ଏଠୁ
ତୁମେ ଥିଲେ ଯିବ ଆମରି ମୂଲ

ମାଳୀ କି ବୁଝିବ ଗୁଣ କି କାହାର
ବାଛିଦେବ କିଏ ରଙ୍ଗରେ ଭରା
ତମେ ଯଦି ଯିବ ବଗିଚାର ପାଶେ
ଫୁଲ ସବୁ ହେବେ ଅଲୋଡା ପରା Tariff
kumarprasant0000

PM Shayari

Bronze Star
New Creator

Tariff