Nojoto: Largest Storytelling Platform

ସମାଜରେ ପରିବର୍ତ୍ତନ କାହିଁକି ଆସେ ନାହିଁ | କାରଣ ଗରିବ

ସମାଜରେ
 ପରିବର୍ତ୍ତନ କାହିଁକି ଆସେ ନାହିଁ |
 କାରଣ ଗରିବ ଲୋକମାନଙ୍କର ସାହସ ନାହିଁ,
 ମଧ୍ୟମ ପାଖରେ ସମୟ ନାହିଁ ଏବଂ
 ଧନୀମାନେ ଏହାର ଆବଶ୍ୟକ କରନ୍ତି ନାହିଁ !!

©Anteryami Balsamanta
  #ସମାଜରସତ୍ୟତା

#ସମାଜରସତ୍ୟତା

253 Views