Nojoto: Largest Storytelling Platform

ଦୁନିଆଁ ଯାକର୍ ଲଗେଇ ଚକର୍, ମନ୍ ନିଜର୍ ଭୂଇଁ ଛୁଇଁଲା। ସବୁ

ଦୁନିଆଁ ଯାକର୍ ଲଗେଇ ଚକର୍,
ମନ୍ ନିଜର୍ ଭୂଇଁ ଛୁଇଁଲା।
ସବୁନେ ଅଛେ ହିଁଶା-ହଂକାର୍,
ପର୍ଚ୍ଛା ମଶାନ୍ କୁହୁଲା।

ଲୋକ୍ କହେସନ୍ ମନ୍ଦିରେ ଦେବ୍ତା,
ଦେଖାସନ୍ ସଫେଇ ମେଲା।
ଉଜାଲେ ଜାଲି ଦୀପ୍ ସଏଲ୍ତା,
ଘର୍ କରୁଛନ୍ ମଏଲା।

ମହାପୁରୁ କହେସନ୍ ମୂର୍ତ୍ତି କେ,
ହେଲେ ପୂଜାର୍ ବେଲା।
ବୁଡ଼େଇ ଦେସନ୍ ଫେର୍ ତାହାକେ,
କାଣା ଆଏ ଇ ଲୀଲା! କଲିକାଲର୍ ଲୀଲା
#kalyug #yqsambalpuri #yqlife #earth #emotions #pride #mind #yqthoughts
ଦୁନିଆଁ ଯାକର୍ ଲଗେଇ ଚକର୍,
ମନ୍ ନିଜର୍ ଭୂଇଁ ଛୁଇଁଲା।
ସବୁନେ ଅଛେ ହିଁଶା-ହଂକାର୍,
ପର୍ଚ୍ଛା ମଶାନ୍ କୁହୁଲା।

ଲୋକ୍ କହେସନ୍ ମନ୍ଦିରେ ଦେବ୍ତା,
ଦେଖାସନ୍ ସଫେଇ ମେଲା।
ଉଜାଲେ ଜାଲି ଦୀପ୍ ସଏଲ୍ତା,
ଘର୍ କରୁଛନ୍ ମଏଲା।

ମହାପୁରୁ କହେସନ୍ ମୂର୍ତ୍ତି କେ,
ହେଲେ ପୂଜାର୍ ବେଲା।
ବୁଡ଼େଇ ଦେସନ୍ ଫେର୍ ତାହାକେ,
କାଣା ଆଏ ଇ ଲୀଲା! କଲିକାଲର୍ ଲୀଲା
#kalyug #yqsambalpuri #yqlife #earth #emotions #pride #mind #yqthoughts