Nojoto: Largest Storytelling Platform

ରେଶମୀ ଶରୀରର ପ୍ୟୁପା ଭିତରେ ଲୁଚିରହିଥାଏ ଏକ ଏକାକୀ କୀଟ ସ

ରେଶମୀ ଶରୀରର ପ୍ୟୁପା ଭିତରେ
ଲୁଚିରହିଥାଏ ଏକ ଏକାକୀ କୀଟ ସଦୃଶ ମନଟିଏ ,

ନିଜେ ସଜେଇଥିବା ଅନ୍ଧାର ବ୍ୟୁହ ରେ ନିଜକୁ ଛନ୍ଦିଦେଇ ,
ଅପେକ୍ଷା କରିଥାଏ
ସେଇ ଗୋଲାପୀ-ବାଇଗଣୀ ଦିବ୍ୟ ଆଲୋକ କୁ ।

 ପ୍ୟୁପା ଭିତର ଜୀବନ...

ରେଶମୀ ଶରୀରର ପ୍ୟୁପା ଭିତରେ ଲୁଚିରହିଥାଏ ଏକ ଏକାକୀ କୀଟ ସଦୃଶ ମନଟିଏ ,

ଅପେକ୍ଷା କରିଥାଏ ସେଇ ଗୋଲାପୀ-ବାଇଗଣୀ ଦିବ୍ୟ ଆଲୋକ କୁ ।

#deep #ଓଡ଼ିଆମନକଥା #odiawritings #odiaquotes #yqbhaina #yqodia #silk #yqbaba

sonudixit3658

Sonu Dixit

New Creator