Nojoto: Largest Storytelling Platform

ଜନ୍ମ ୯ ଅକ୍ଟୋବର ୧୮୮୭, ସୁଆଣ୍ଡୋ ଗ୍ରାମ ପୁରୀ ରେ। ଜଣେ ସ୍

ଜନ୍ମ ୯ ଅକ୍ଟୋବର ୧୮୮୭, ସୁଆଣ୍ଡୋ ଗ୍ରାମ ପୁରୀ ରେ।
ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଆଉ ଆମ ଆଦର୍ଶ।
୨୦ ଦଶକର ମଣିଷ ଥିଲେ ସିଏ।
କହିଥିଲେ,
"ମିଶୁ ମୋର ଦେହ ଏ ଦେଶ ମାଟିରେ"
ଆଉ ଆମ ମାନଙ୍କ ପାଇଁ ମିଶି ବି ଗଲେ।
ଦୁଃଖ ଖାଲି ଏତିକି,
ଉତ୍କଳର ମଣିଙ୍କୁ ଆମେ ଆଜି ଭୁଲିଗଲେ। ପୁଣ୍ୟାତ୍ମା ଙ୍କ ଜନ୍ମତିଥିରେ କୋଟି ପ୍ରଣାମ 🙏

#ପଣ୍ଡିତଗୋପବନ୍ଧୁଦାସ #ଉତ୍କଳମଣି #ଓଡ଼ିଶାରଗୌରବ #yqodia #yqbhaina #yqpast