Nojoto: Largest Storytelling Platform

ଓଡ଼ିଶାର ଗଣ ପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦ

ଓଡ଼ିଶାର ଗଣ ପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧରିତ୍ରୀ, ପ୍ରକୃତି ଓ ନାରୀକୁ ସମ୍ମାନ ଜଣାଇବାର ଏହା ହେଉଛି ଅନନ୍ୟ ପରମ୍ପରା । 
ମୌସୁମୀ ଆଗମନର ମଧ୍ୟ ପ୍ରତୀକ ହେଉଛି ‘ରଜ’ । ଚଳିତ ବର୍ଷଟି ଚାଷୀକୂଳ ଲାଗି ମଙ୍ଗଳମୟ ହେବା ସହ ସମସ୍ତଙ୍କ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।
#JayJagannath
#RajaParba

©Sai Angel Shaayari #Blood ଓଡ଼ିଶାର ଗଣ ପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଧରିତ୍ରୀ, ପ୍ରକୃତି ଓ ନାରୀକୁ ସମ୍ମାନ ଜଣାଇବାର ଏହା ହେଉଛି ଅନନ୍ୟ ପରମ୍ପରା । 

#rajaparba