ତୋର୍ ମୋର୍ ହିଂସା-ହଂକାର୍, ମୋହ୍ ମାୟାର୍ ଆଏ ସଂସାର୍, ନାଇଁନ ପ୍ରେମ୍ ଭାବ୍ ! ସତ୍ କହେଲେ ମୁଡ଼େ ରାଗ୍, ନାଇଁ କହେଲେ ମୁହେଁ ଦାଗ୍, ନାଇଁନ ପୂନ୍ୟର୍ ଠାବ୍ !! #kalyug #eraquotes #life #love #violence #lost #yqsambalpuri #lifequotes