Nojoto: Largest Storytelling Platform

ଚାରି କାନ୍ଥ ଭିତରେ ବନ୍ଦୀ ଥିବା ଆଞ୍ଜୁଳାଏ ଅନ୍ଧାର କ'ଣ

 ଚାରି କାନ୍ଥ 
ଭିତରେ ବନ୍ଦୀ ଥିବା ଆଞ୍ଜୁଳାଏ 
ଅନ୍ଧାର କ'ଣ ଅରଖ ର ବିଷାକ୍ତ 
ଜ୍ୱାଳା ରେ ଅନ୍ଧୁଆ ଆଖିର ଅୟୁତ 
ଅରୁଣିମା ର ଅର୍ଣ୍ଣବ ର ଚୂର୍ଣ୍ଣକୁନ୍ତଳ 
ରେ ଉଠୁଥିବା ଜ୍ୟୋତି ର ଝରକା 
କୁ ବନ୍ଦ କରି ପାରିବ। ହଁ ମୁଁ ପ୍ରେୟସୀ
 ହେଲେ କେଉଁ ଏକ ଅଳସୀ ନିଦର, 
କ‌ଇଁଫୁଟା ସରସୀ ର ଆଉ 
ଜହ୍ନ ଭରା ରାତିର। ହେଲେ ମାରୀଚି ରୁ 
ମାୟାବିନୀ ହରିଣୀ ସାଜିବାର 
ଇତିହାସ ଟା ମୋତେ ମୋର 
ଲଲାଟରେ ଲିପ୍ସା ର ଲୋତକ
 ବୁହାଇବାକୁ ବାଧ୍ୟ କରେ। ପ୍ରିୟ Poonam Mahapatra ଦିଦି, ଆପଣ ଦେଇଥିବା ପଦ #ମୁଁସେଇପ୍ରେୟସୀ
ପଦରେ ମୋର ଭାବନା କିଛି ଗାରେଇଛି। ବିଳମ୍ବ ର କାରଣ ତ ମୁଁ ଆପଣଙ୍କୁ ଜଣେଇଥିଲି। ତଥାପି ଅପେକ୍ଷା ଶବ୍ଦ ର ମହତ୍ତ୍ଵ ମୋ ପାଇଁ ଅଧିକ। କିଛି ସାଉଁଟା ଅନୁଭୂତି ମୋ ରଫ୍ ଖାତା ର ପଛ ପଟରୁ। ତୃଟି ଥିଲେ କ୍ଷମା କରିବେ। ତୁମ ମତାମତ ଅପେକ୍ଷା ରେ ରହିଲି Poonam Mahapatra ଦିଦି।
#ତୁମଆମଗୁନ୍ଥାକବିତା 
#ସମୟେଅସମୟେ
#ଓଡ଼ିଆgames  
#yqbhaina 
#yqodia 
#munodia