Nojoto: Largest Storytelling Platform

ମାନସପଟ୍ଟ !! !! ମାନସପଟ୍ଟ !! ମୁଁ ପିଣ୍ଟୁ...। ସାଙ୍ଗମା

ମାନସପଟ୍ଟ !! !! ମାନସପଟ୍ଟ !!

ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ।
କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ....  ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ ମୁଣ୍ଡ ହଲଉଥାଏ। ବାପା ଡ଼ାକ ଦେଲେ ଆରେ ଶୀଘ୍ର ଆ' ଟ୍ରେନ ଟାଇମ ହେଲାଣି। ଖୁସି ମନରେ ଘରୁ ବାହାରିଲାବେଳେ ବାପାଙ୍କୁ ଲୁଚେଇ ସିଏ ମୋତେ ୫୦ଟଙ୍କା ଧରେଇ ଦେଇଥିଲା।
ସ୍ୱପ୍ନକୁ ସତ କରିବାର ଆଶା ନେଇ, ସାଇକେଲର କେରିଅଲରେ ବସି ବାପାଙ୍କ ସହ ମୁଁ ନୂଆ ଜାଗା ପଥେ ଅଗ୍ରସର ହେଇସାରିଥିଲି। ରେଳ ଷ୍ଟେସନ ଆମ ଘରଠୁ ମାତ୍ର ତିନି କିଲୋମିଟର ଥିଲା। ପ୍ଲାଟଫର୍ମରେ କିଛିସମୟ ଅପେକ୍ଷାପରେ ଆମ ଟ୍ରେନ ଆସିଗଲା.....
ଢେଙ୍କାନାଳ ପୁରୀ ପସେଞ୍ଜର ଟ୍ରେନ ରେ ମୋ ଜୀବନର ତାହା ଥିଲା ପ୍ରଥମ ରେଳ ଯାତ୍ରା।।

"ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ"