Nojoto: Largest Storytelling Platform

••• ବୋଉ ଭୁଲି ଯାଇଥିବା ସ୍ୱପ୍ନର ନା

•••                    ବୋଉ ଭୁଲି ଯାଇଥିବା
ସ୍ୱପ୍ନର ନାଁ ହେଉଛି ଆଇ ଆଇ ଏମ୍ ସି ||
ସିଏ ମୋତେ କହିଛି; ଥରେ ନୁହଁ ଅନେକଥର,
ତୋତେ ଏତେ ପାଠ ପଢ଼‌ଉଛି
ଥରେ ମୋତେ ଟି.ଭି ରେ କାଢ଼ି ପାରୁନୁ?

ବୋଉ କହେ ଚିହ୍ନା ଅଚିହ୍ନା ମଣିଷ ମାନଙ୍କ ଆଗରେ,
ଚିଣ୍ଟୁ ଆଜି ଯାଏଁ ମୋ ଆଗରେ କେବେ ଜିଦ୍ କରିନି।
•••                    ବୋଉ ଭୁଲି ଯାଇଥିବା
ସ୍ୱପ୍ନର ନାଁ ହେଉଛି ଆଇ ଆଇ ଏମ୍ ସି ||
ସିଏ ମୋତେ କହିଛି; ଥରେ ନୁହଁ ଅନେକଥର,
ତୋତେ ଏତେ ପାଠ ପଢ଼‌ଉଛି
ଥରେ ମୋତେ ଟି.ଭି ରେ କାଢ଼ି ପାରୁନୁ?

ବୋଉ କହେ ଚିହ୍ନା ଅଚିହ୍ନା ମଣିଷ ମାନଙ୍କ ଆଗରେ,
ଚିଣ୍ଟୁ ଆଜି ଯାଏଁ ମୋ ଆଗରେ କେବେ ଜିଦ୍ କରିନି।