Nojoto: Largest Storytelling Platform

ମୁଁ ଥିଲି ସେଇ ନିଝୁମ ରାତି ର ନିରବଚ୍ଛିନ୍ନ ଶିଶିର ର‌ ଆଘା

ମୁଁ ଥିଲି ସେଇ ନିଝୁମ ରାତି ର ନିରବଚ୍ଛିନ୍ନ ଶିଶିର ର‌ ଆଘାତପ୍ରାପ୍ତ ଗୋଲାପ ର କଢି଼, ତମ ପରି ପରଦେଶୀ ଭ‌ଅଁର ର ସ୍ପର୍ଶ ରେ ମୁଁ ଯାଉଛି ବଢ଼ି।। Collab କରନ୍ତୁ ଏ ପଦଟିରେ, ଆଉ ବଖାଣନ୍ତୁ ଶୀତଳ ପହରର ଅନୁଭୂତି କିଛି।

#ମୁଁ_ଶିଶିରର_ବିନ୍ଦୁ
#ଅନୁଭୂତି 
#yqodia
#yqodiapoetry 
#yqbhaina
#yqopenforcollab