Nojoto: Largest Storytelling Platform

ଗଳ୍ପରେ, ପାନ ଦୋକାନ ♠ ପପୁରେ ଚା ଗ୍ଲାସଟେ ଦେଲୁ। ପପୁ,,,,

ଗଳ୍ପରେ,
ପାନ ଦୋକାନ ♠ ପପୁରେ ଚା ଗ୍ଲାସଟେ ଦେଲୁ।
ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି।
ଭାଇ ପାଣି ଟିକେ ମିଳିବ?, ହଁ ଦଉଛି।
ପପୁଭାଇ ସିଗାରେଟ ଦିଇଟା ଦେଲ।
ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି।
ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ।
ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ।