Nojoto: Largest Storytelling Platform

।।। ଏକାନ୍ତ ।।। ସେତେବେଳେ ଖୋଜୁଥିଲି ଏକାନ୍ତ ଶାନ୍ତିର

।।।  ଏକାନ୍ତ  ।।।

ସେତେବେଳେ ଖୋଜୁଥିଲି ଏକାନ୍ତ
ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ।
ସବୁ କିଛି ଭୁଲି,
ଧରାବନ୍ଧା ଜୀବନରୁ ମୁକୁଳି ,
କିଛି କ୍ଷଣ ଚୋରେଇ ନେବାକୁ ,
ଥକି ଯେ ପଡିଥିଲି ।
ହେଲେ,  ଆଜି ଯେତେବେଳେ 
ଏକାନ୍ତ ମିଳିଛି 
ମିଳିଛି ନିଜ ସହ କିଛି କ୍ଷଣ, 
ତେବେ ମନ କାହିଁକି ବିଚଳିତ 
କାହିଁକି କରୁଛି ନୀରବ ବିଳାପ ।
ସତରେ କଣ ଏକା ରହିବା
ଏତେ ଘାତକ ?
ମଣିଷ ଆଜି ଡରୁଛି ,
ମୋହ ମାୟା ସଂପର୍କ ରୁ ବାହାରିବାକୁ, 
ବେଶୀ ଡର,
କାଳେ ଅନ୍ତରାତ୍ମା ପଚାରି ଦେବ
ତୁ ଠିକ୍ ଅଛୁ ତ?
ଆଉ ସେତେବେଳେ 
ମଣିଷ ପାଲଟି ଯିବ ସ୍ଥାଣୁ ,
ନୀରବ, ନିର୍ବିକାର 
ଆଉ ନିଃଶବ୍ଦ । #କବିତାଞ୍ଜଳି

।।।  ଏକାନ୍ତ  ।।।

ସେତେବେଳେ ଖୋଜୁଥିଲି ଏକାନ୍ତ
ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ।
ସବୁ କିଛି ଭୁଲି,
ଧରାବନ୍ଧା ଜୀବନରୁ ମୁକୁଳି ,
।।।  ଏକାନ୍ତ  ।।।

ସେତେବେଳେ ଖୋଜୁଥିଲି ଏକାନ୍ତ
ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ।
ସବୁ କିଛି ଭୁଲି,
ଧରାବନ୍ଧା ଜୀବନରୁ ମୁକୁଳି ,
କିଛି କ୍ଷଣ ଚୋରେଇ ନେବାକୁ ,
ଥକି ଯେ ପଡିଥିଲି ।
ହେଲେ,  ଆଜି ଯେତେବେଳେ 
ଏକାନ୍ତ ମିଳିଛି 
ମିଳିଛି ନିଜ ସହ କିଛି କ୍ଷଣ, 
ତେବେ ମନ କାହିଁକି ବିଚଳିତ 
କାହିଁକି କରୁଛି ନୀରବ ବିଳାପ ।
ସତରେ କଣ ଏକା ରହିବା
ଏତେ ଘାତକ ?
ମଣିଷ ଆଜି ଡରୁଛି ,
ମୋହ ମାୟା ସଂପର୍କ ରୁ ବାହାରିବାକୁ, 
ବେଶୀ ଡର,
କାଳେ ଅନ୍ତରାତ୍ମା ପଚାରି ଦେବ
ତୁ ଠିକ୍ ଅଛୁ ତ?
ଆଉ ସେତେବେଳେ 
ମଣିଷ ପାଲଟି ଯିବ ସ୍ଥାଣୁ ,
ନୀରବ, ନିର୍ବିକାର 
ଆଉ ନିଃଶବ୍ଦ । #କବିତାଞ୍ଜଳି

।।।  ଏକାନ୍ତ  ।।।

ସେତେବେଳେ ଖୋଜୁଥିଲି ଏକାନ୍ତ
ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ।
ସବୁ କିଛି ଭୁଲି,
ଧରାବନ୍ଧା ଜୀବନରୁ ମୁକୁଳି ,