Nojoto: Largest Storytelling Platform

☸️ଉତ୍କଳ ଦିବସ ☸ ଉତ୍କଳ ଜନନୀର ସନ୍ତାନ ଆମରେ ଗାଇବା ତାହାର

☸️ଉତ୍କଳ ଦିବସ ☸
ଉତ୍କଳ ଜନନୀର ସନ୍ତାନ ଆମରେ
ଗାଇବା ତାହାରି ବାରତା
ବୀର ପ୍ରଶବିନୀ,ଚାରୁକଳା ମହୀନି ସେ
ଗାଏ ସମସ୍ତକଂ ବାର୍ତା ।
କେତେ ନଦୀ, ତୀର,ବିଲ, ବନ, ଗୀରି
ପଲ୍ଲବ, ବିହଗ, ବିଭୂ ର କରିଥାଏ ଯଶ ଗାନ
ସଂସ୍କୃତି, ପରମ୍ପରା  ଭରା ଏ ଉତ୍କଳ ଭୂମି
ପାଶାଣେ ଯା ଅଂକିତ ଏ ଧରା।
ଖୋର୍ଧା ର ଏଠି ପାଇକ ପୁଏ
ବୀର ହୋଇ ଯିଏ ଦେଖାଇ ଦିଏ ଶରୀର
ଜଯରାଜ ଗୁରୁ, ବୀର ସୁରେନ୍ଦ୍ର ସାଏ
ଉତ୍କଳମଣି ଗୋପବନ୍ଧୁ, ଆଶ୍ଚର୍ଯ୍ୟ ହରିହର 
କେତେ କେତେ ବୀର କରିଥିଲେ ସମର 
ଭୁଲିଯିବା ନାହିଁ ତାଙ୍କରି ଗୀର। 
କୋଣାର୍କ ର  ସେହି ମହନୀୟ ଦୃଶ୍ୟ 
ପୁରୀର ଜଗନ୍ନାଥ ସେହି ପୁଣ୍ୟ ଧାମ।
ବାଜିରାଉତ କଲା କରେ ଚକିତ 
ଦେଖାଇଦେଲେ ସେ  ଆତ୍ମାର ସାବ୍ୟସ୍ତ। 
କେତେ କାବ୍ୟ ଓ କବିତା ଲେଖିଲେ କବିତା 
ଉତ୍କଳ ବିଜୟର ଲେଖିଲେ ବାରତା 
ଧନ୍ୟ ଉତ୍କଳ ତୁମେ ଧନ୍ୟ 
ଧନ୍ୟ ଉତ୍କଳ ତୁମେ ଧନ୍ୟ। 
🙏🙏🙏🙏ବନ୍ଦେ ଉତ୍କଳ ଜନନୀ 🙏🙏🙏🙏 UTKALA DIVAS (ଉତ୍କଳ ଜନନୀ)
☸️ଉତ୍କଳ ଦିବସ ☸
ଉତ୍କଳ ଜନନୀର ସନ୍ତାନ ଆମରେ
ଗାଇବା ତାହାରି ବାରତା
ବୀର ପ୍ରଶବିନୀ,ଚାରୁକଳା ମହୀନି ସେ
ଗାଏ ସମସ୍ତକଂ ବାର୍ତା ।
କେତେ ନଦୀ, ତୀର,ବିଲ, ବନ, ଗୀରି
ପଲ୍ଲବ, ବିହଗ, ବିଭୂ ର କରିଥାଏ ଯଶ ଗାନ
ସଂସ୍କୃତି, ପରମ୍ପରା  ଭରା ଏ ଉତ୍କଳ ଭୂମି
ପାଶାଣେ ଯା ଅଂକିତ ଏ ଧରା।
ଖୋର୍ଧା ର ଏଠି ପାଇକ ପୁଏ
ବୀର ହୋଇ ଯିଏ ଦେଖାଇ ଦିଏ ଶରୀର
ଜଯରାଜ ଗୁରୁ, ବୀର ସୁରେନ୍ଦ୍ର ସାଏ
ଉତ୍କଳମଣି ଗୋପବନ୍ଧୁ, ଆଶ୍ଚର୍ଯ୍ୟ ହରିହର 
କେତେ କେତେ ବୀର କରିଥିଲେ ସମର 
ଭୁଲିଯିବା ନାହିଁ ତାଙ୍କରି ଗୀର। 
କୋଣାର୍କ ର  ସେହି ମହନୀୟ ଦୃଶ୍ୟ 
ପୁରୀର ଜଗନ୍ନାଥ ସେହି ପୁଣ୍ୟ ଧାମ।
ବାଜିରାଉତ କଲା କରେ ଚକିତ 
ଦେଖାଇଦେଲେ ସେ  ଆତ୍ମାର ସାବ୍ୟସ୍ତ। 
କେତେ କାବ୍ୟ ଓ କବିତା ଲେଖିଲେ କବିତା 
ଉତ୍କଳ ବିଜୟର ଲେଖିଲେ ବାରତା 
ଧନ୍ୟ ଉତ୍କଳ ତୁମେ ଧନ୍ୟ 
ଧନ୍ୟ ଉତ୍କଳ ତୁମେ ଧନ୍ୟ। 
🙏🙏🙏🙏ବନ୍ଦେ ଉତ୍କଳ ଜନନୀ 🙏🙏🙏🙏 UTKALA DIVAS (ଉତ୍କଳ ଜନନୀ)
niranjan1243

NIRANJAN

Bronze Star
New Creator