Nojoto: Largest Storytelling Platform

' ଅତୀତ ' ର ବାସ୍ତବତା , ' ଭବିଷ୍ୟତ ' ର ସ୍ବପ୍ନ କୁ ,

' ଅତୀତ ' ର ବାସ୍ତବତା ,

' ଭବିଷ୍ୟତ ' ର ସ୍ବପ୍ନ କୁ ,

ସତେ ଯେମିତି ଢାଙ୍କି ଦେଇଛି !

ଆଉ ' ବର୍ତ୍ତମାନ ' ପରିସ୍ଥିତିକୁ ,

ଜେଣ ତେଣ ଆପଣେଇ ନେଇଛି !

ତଥାପି ହସି କହୁଛି ମୁଁ ଭଲରେ ଅଛି !

©jyoti ranjan subudhi
  #depression #Life #Struggle