Nojoto: Largest Storytelling Platform

କାହାଣୀରେ କେବଳ ଦୁଇଟି ଚରିତ୍ର ଥିଲା ଜଣେ ହସଉଥିଲା ଜଣେ କନ

କାହାଣୀରେ କେବଳ ଦୁଇଟି ଚରିତ୍ର ଥିଲା
ଜଣେ ହସଉଥିଲା ଜଣେ କନ୍ଦଉଥିଲା। 

ହସ ଲୁହର ଜଞ୍ଜାଳ ଭିତରେ ଜଣେ ଆଶା
ପୁଣି ଆଉ ଜଣେ ନିରାଶା ଥିଲା।।

ଆଶା ନିରାଶାର ଖେଳ ଭିତରେ ଜଣେ ଜିତି ଯାଉଥିଲା
ଆଉ ଜଣେ ଜିତୁ ଜିତୁ ହାରି ଯାଉଥିଲା।।

ଏଇ ହାର୍ ଜିତ ଭିତରେ ଦୁଇ ଚରିତ୍ରର ନାମକରଣ କରିଦିଆଗଲା
ଜଣେ ଜୀବନ ଆଉଜଣେ ମୃତ୍ୟୁର ପରିଚୟ ପାଇଲା।।

 #ଜୀବନ #ମୃତ୍ୟୁ #ଓଡ଼ିଆକବିତା  #yqbhaina #munodia #yqbaba #lifedeath  #pinta_quote