Nojoto: Largest Storytelling Platform

କେବେ ଭେଟି ପାରୁନଥିବା ସୂର୍ଯ୍ୟ ଚନ୍ଦ୍ର ଦିନେ ଏକାଠି ବସି

କେବେ ଭେଟି ପାରୁନଥିବା ସୂର୍ଯ୍ୟ ଚନ୍ଦ୍ର ଦିନେ ଏକାଠି ବସି କଥା ହେବାର ନିଷ୍ପତି ନେଲେ ହେଲେ ବାଦଲ ଆସି ବର୍ଷା ର ତାଣ୍ଡବ କରି ତାଙ୍କ ପ୍ରେମ ଗଳ୍ପ ପାଣିଚିଆ କରିଦେଲା।  
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।