Nojoto: Largest Storytelling Platform

ସାଗର ବୁକୁରେ ଇତସ୍ତତଃ ତମେ ଦେଖି ମତେ

ସାଗର ବୁକୁରେ ଇତସ୍ତତଃ                ତମେ ଦେଖି ମତେ
   ଭାବେ ଅନେକ ଶାମୁକା,             କର ଯେତେ ଅପେକ୍ଷା,
ପ୍ରଥମ ଦେଖାରେ ମନ କିଣିଥିଲା    ନ ଦେଖି ପାଇଛି ଭଲ 
   ତମ କାନ ର ଝୁମୁକା।।୧      ବୋଲି ହୁଏ ମୁଁ ଉପେକ୍ଷା।।୨
 #ଅନାବନାଭାବନା
#yourquotebhaina #yqbhaina #yqodia #munodia #freshthoughts  #YourQuoteAndMine
Collaborating with Ekta Panda