ଅଭିମାନ ସେଇଠି ଥାଏ ,ଯୋଉଠି ଭଲ ପାଇବା ଥାଏ , ରାଗ ସେଇଠି ଥାଏ ,ଯୋଉଠି କ୍ରୋଧ ଭାବ ଥାଏ, ଘୃଣା ସେଇଠି ଥାଏ ,ଯୋଉଠି ଅହଂଙ୍କାର ଥାଏ, ବୁଝାମଣା ସେଇଠି ଥାଏ ,ଯୋଉଠି ସମ୍ପର୍କ ଅତୁଟ ଥାଏ ll #NojotoQuote #odiya #odiyashayri