Nojoto: Largest Storytelling Platform

ଅଭିମାନ ସେଇଠି ଥାଏ ,ଯୋଉଠି ଭଲ ପାଇବା ଥାଏ , ରାଗ ସେଇଠି


ଅଭିମାନ ସେଇଠି ଥାଏ ,ଯୋଉଠି ଭଲ ପାଇବା ଥାଏ ,
ରାଗ  ସେଇଠି ଥାଏ ,ଯୋଉଠି କ୍ରୋଧ ଭାବ ଥାଏ,
ଘୃଣା  ସେଇଠି ଥାଏ ,ଯୋଉଠି ଅହଂଙ୍କାର   ଥାଏ,
ବୁଝାମଣା  ସେଇଠି ଥାଏ ,ଯୋଉଠି ସମ୍ପର୍କ ଅତୁଟ  ଥାଏ ll #NojotoQuote #odiya #odiyashayri

ଅଭିମାନ ସେଇଠି ଥାଏ ,ଯୋଉଠି ଭଲ ପାଇବା ଥାଏ ,
ରାଗ  ସେଇଠି ଥାଏ ,ଯୋଉଠି କ୍ରୋଧ ଭାବ ଥାଏ,
ଘୃଣା  ସେଇଠି ଥାଏ ,ଯୋଉଠି ଅହଂଙ୍କାର   ଥାଏ,
ବୁଝାମଣା  ସେଇଠି ଥାଏ ,ଯୋଉଠି ସମ୍ପର୍କ ଅତୁଟ  ଥାଏ ll #NojotoQuote #odiya #odiyashayri