Nojoto: Largest Storytelling Platform

ଗୋଲାପକୁ ଦେଇ ତୁମରି ହାତରେ ପ୍ରେମ ନିବ

ଗୋଲାପକୁ ଦେଇ       ତୁମରି ହାତରେ 
          ପ୍ରେମ ନିବେଦନ କାଲି l
ପ୍ରତିଜ୍ଞା ଦିବସେ        ପ୍ରତିଜ୍ଞା କରି ତୋ 
          ଚିରସାଥି ହୋଇଗଲି ll
ଚକୋଲେଟ ଟେଡି    ଆଲିଙ୍ଗନ ପରେ 
          ଚୁମ୍ବନ ଦିବସ ଗଲା l
ପ୍ରେମ ସପ୍ତାହର         ଅନ୍ତିମ ଦିନଟି 
         ଆଜି ଉପସ୍ଥିତ ହେଲା ll
ପ୍ରେମର ଦିବସେ       ପ୍ରେମିକା ସାଥିରେ 
       ପ୍ରେମୀ ଯୁଗଳଟେ ହୋଇ l
ଆନନ୍ଦ ମନରେ       ବୁଲୁଥିଲୁ ଆମେ 
         ବଜାର ଓ  ପାର୍କ ଯାଇ ll
କେଉଁଠି ଥିଲେ ଏ    ଗେରୁଆ ବସ୍ତ୍ରରେ 
        ବଜରଙ୍ଗୀ ଦଳ ଵାଲା l
ହରିନେଲେ ସବୁ      ଆନନ୍ଦ ଉଲ୍ଲାସ 
     ମନେ ମୋର ଯାହା ଥିଲା ll #myquotes #myloveforyou #myfeelings #mywritings #mydiary #mydream #mypen #mypoetry
ଗୋଲାପକୁ ଦେଇ       ତୁମରି ହାତରେ 
          ପ୍ରେମ ନିବେଦନ କାଲି l
ପ୍ରତିଜ୍ଞା ଦିବସେ        ପ୍ରତିଜ୍ଞା କରି ତୋ 
          ଚିରସାଥି ହୋଇଗଲି ll
ଚକୋଲେଟ ଟେଡି    ଆଲିଙ୍ଗନ ପରେ 
          ଚୁମ୍ବନ ଦିବସ ଗଲା l
ପ୍ରେମ ସପ୍ତାହର         ଅନ୍ତିମ ଦିନଟି 
         ଆଜି ଉପସ୍ଥିତ ହେଲା ll
ପ୍ରେମର ଦିବସେ       ପ୍ରେମିକା ସାଥିରେ 
       ପ୍ରେମୀ ଯୁଗଳଟେ ହୋଇ l
ଆନନ୍ଦ ମନରେ       ବୁଲୁଥିଲୁ ଆମେ 
         ବଜାର ଓ  ପାର୍କ ଯାଇ ll
କେଉଁଠି ଥିଲେ ଏ    ଗେରୁଆ ବସ୍ତ୍ରରେ 
        ବଜରଙ୍ଗୀ ଦଳ ଵାଲା l
ହରିନେଲେ ସବୁ      ଆନନ୍ଦ ଉଲ୍ଲାସ 
     ମନେ ମୋର ଯାହା ଥିଲା ll #myquotes #myloveforyou #myfeelings #mywritings #mydiary #mydream #mypen #mypoetry