Nojoto: Largest Storytelling Platform

ପ୍ରଶ୍ନ- ଶବରୀ ଅଇଁଠା ଖାଇଲ ,ଅଭିମନ୍ୟୁ କୁ ମାରିଲ , ପ୍ରଭୁ

ପ୍ରଶ୍ନ- ଶବରୀ ଅଇଁଠା ଖାଇଲ ,ଅଭିମନ୍ୟୁ କୁ ମାରିଲ ,
ପ୍ରଭୁ ତମେ ମିଛ କହିଲ ? ପ୍ରଭୁ ମିଛୁଆ କି ??

ଉତ୍ତର- ନା ପ୍ରଭୁ ମିଛୁଆ ନୁହନ୍ତି । ପ୍ରଭୁଙ୍କ ପ୍ରତ୍ୟେକ କାର୍ଯ୍ୟ ପଛରେ  ସବୁବେଳେ ଉଦେଶ୍ଯ ଥାଏ ,ସମାଜକୁ ଶିକ୍ଷା ମିଳିଥାଏ ।ସେ ତ ଭକ୍ତଙ୍କର ଭଗବାନ । ଭକ୍ତଙ୍କର ଦୁଃଖ ସେ କେବେ ଦେଖି ପାରନ୍ତିନି।ସେ ଶବରୀ,ଦୌପଦୀ, ପ୍ରହ୍ଲାଦ, ଧ୍ରୁବ ର ଦୁଃଖ ଦେଖି ପାରି ନ ଥିଲେ ।
ଭକ୍ତଙ୍କ ରକ୍ଷା ପାଇଁ ତାଙ୍କର କେବେ ଯେ ରୂପ ।ପ୍ରଭୁ ମିଛୁଆ ନୁହନ୍ତି ,
ସଂସାରର ସୃଷ୍ଟିକର୍ତ୍ତା ସେ ତାଙ୍କ ବିନା ଇସାରାରେ ଗଛରୁ ପତ୍ର ହଲେନି।
  @Bikash Kumar ( ବିକାଶ କୁମାର ଜେନା ) ପ୍ରଶ୍ନ ର ଉତ୍ତର ।।
#ସମସ୍ୟାସମାଧାନ
#ରଜମଉଜ୨ 
#ଗଙ୍ଗା 
#yqodia 
#yqbhainaa