Nojoto: Largest Storytelling Platform

ବୈଶାଖୀର୍ ଦିହିପହରିଆ ବର୍ଷାଟା ଜୁର୍ରେ ଝାଡ଼ିଦେଇକି ପୁଣି

ବୈଶାଖୀର୍ ଦିହିପହରିଆ ବର୍ଷାଟା ଜୁର୍ରେ ଝାଡ଼ିଦେଇକି ପୁଣି ଛାଡି ଯାଇଥିବାର୍ ପରେ,
ଚାରିଟା  ବେଳେ ତୁମର୍ ସେଇ କାଦୁଆ ଗଳିଟା ଦେଇକି ଯଉଁ ଟିଉସନ୍ ଯାଉଥିଲି ନା' !!

ଜୀବନର ପ୍ରଥମ୍ କରି ପ୍ରେମଟା ସେଇ ସେତକିବେଳେ ହେଇଥିଲା...
 #yqbhaina #yqodia
#odiawritings #mayurbhanjia #misschhumantar #MICR309 #templates   #YourQuoteAndMine
Collaborating with Blank Paper

sonudixit3658

Sonu Dixit

New Creator