Nojoto: Largest Storytelling Platform

ସେଇ ପବିତ୍ର ନିର୍ମଳ ହ୍ରୁଦୟ ଖୋଜିବା ଆଶାରେ, ଏଇ ପାଗଳ ମନ

ସେଇ ପବିତ୍ର ନିର୍ମଳ ହ୍ରୁଦୟ ଖୋଜିବା ଆଶାରେ,
ଏଇ ପାଗଳ ମନ ଯାଇ ଅଟକି ଥିଲା ତାଂକରି ପାଖରେ;
ଦେଖିଲା ପରେ ତାଂକୁ... ପ୍ରେମ ଭାବ ମୋର ବଢିଥିଲା ଚିରଦିନ ଲାଗି ନିରନ୍ତର, 
ପାରୁ ନ ଥିଲି ଜାଣି ଆଉ କେତେ ଥିଲା ସେ ସମୟେ ଦିନ ଓ ରାତ୍ରି ମଧ୍ୟାନ୍ତର;
ଭାବୁଥିଲି କହିଦେବି ତାଂକୁ ଯାଇ... ମୁଁ ଓ ମୋ ଆତ୍ମା ରହିଅଛି ସର୍ବଦା ତୁମରି ପାଇଁ,
କିନ୍ତୁ ଭାଗ୍ୟର ବିଡମ୍ବନା ଦେଖ, କହିବାର ଠିକ୍ କିଛି କ୍ଷଣ ପୂର୍ବେ... ସେ ସର୍ବତ୍ର ହେଲେ ଆଉ କାହା ପାଇଁ;
ଏତେ ସପନ ଯାହା ମୁଁ ଦେଖୁଥିଲି କେବଳ ତାଂକରି ନିମନ୍ତେ,
ରହିଲାନି ଆଉ, କଷ୍ଟଦେଲା ସବୁ ଭଗ୍ନ ରୂପ ପରିଣତେ। In my own Odia language... Some words regarding destruction of beautiful dream about his x