ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... #ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #yqbhaina YourQuote Bhaina #yqodia #manakatha #yqodiawriting