Nojoto: Largest Storytelling Platform

ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ । ଦୂରେ

ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ ।
ଦୂରେ ଥାଇ ତୁହି ମନ ବୁଝୁଥିଲୁ ଆଜି ପଥର କେମିତି ହେଲୁ ।
ମଲା ଗଛ ଆଣି ଢାଳି ଢାଳି ପାଣି ଏତେ ବଡ କରି ଥିଲୁ ।
ରାସ୍ତା ନ ଓଗାଳୀ ଗଲୁ ତୁ ବଦଳି ଗଛ ଟାକୁ ହାଣି ଦେଲୁ ।

©Bunu Kumar pati #MoonBehindTree