Unsplash ବିଶ୍ୱାସ ତୋତେ କରିବା ଭୁଲ ଥିଲା ସେଥିପାଇଁ ଆଜି ଏ ଆଖି ଲୁହ କେବଳ ତୋ ପାଇଁ ଆଖିରୁ ଝରିଲା ହେଲେ ତୁ ପଥର ସାଜି ମୋତେ ଆଘାତ ଦେଲୁ ପ୍ରତି ଦିନ ମୋ ବିଶ୍ୱାସ ସହ ଖେଳି ତୁ କି ଶାନ୍ତି ପାଇଲୁ ©Smruti smruti ମୋ ଜିବନର ଅକୁଆ କଥା