Nojoto: Largest Storytelling Platform

ସବୁ ସମ୍ପର୍କ ସମସ୍ତଙ୍କ ଭାଗ୍ୟ ରେ ନ ଥାଏ ବେଳେବେଳେ ବାଣ୍ଟ

ସବୁ ସମ୍ପର୍କ ସମସ୍ତଙ୍କ ଭାଗ୍ୟ ରେ ନ ଥାଏ
ବେଳେବେଳେ ବାଣ୍ଟିବାକୁ ପ୍ରେମ କେହି ପାଖରେ ନ ଥାଏ
ହେଇଯାଏ ସମ୍ପର୍କ ଯେତେବେଳେ ବୋଝ ଜୀବନରେ
ସଜାଡ଼ିବାକୁ ତାକୁ କିନ୍ତୁ ହାତରେ ଆଉ ସମୟ ନ ଥାଏ
 #ସମ୍ପର୍କ 
#yqbaba 
#yqbhaina 
#yqodia 
#muodia 
#yqdidi 
#geli 
#odiaquotes
ସବୁ ସମ୍ପର୍କ ସମସ୍ତଙ୍କ ଭାଗ୍ୟ ରେ ନ ଥାଏ
ବେଳେବେଳେ ବାଣ୍ଟିବାକୁ ପ୍ରେମ କେହି ପାଖରେ ନ ଥାଏ
ହେଇଯାଏ ସମ୍ପର୍କ ଯେତେବେଳେ ବୋଝ ଜୀବନରେ
ସଜାଡ଼ିବାକୁ ତାକୁ କିନ୍ତୁ ହାତରେ ଆଉ ସମୟ ନ ଥାଏ
 #ସମ୍ପର୍କ 
#yqbaba 
#yqbhaina 
#yqodia 
#muodia 
#yqdidi 
#geli 
#odiaquotes