Nojoto: Largest Storytelling Platform

ସେ ଦିନ ତୁ ଫୋନ କଲୁ. କହିଲୁ ତୋ ପାଇଁ ଗୋଟେ ଟେଡି ଟିଏ ଆଣି

ସେ ଦିନ ତୁ ଫୋନ କଲୁ. କହିଲୁ ତୋ ପାଇଁ ଗୋଟେ ଟେଡି ଟିଏ ଆଣିବା ପାଇଁ. ଏତକ କହି ତୁ ଫୋନ କାଟି ଦେଲୁ.
ତୋ ପାଇଁ ଟେଡି ନେଇ ତୋ ଘର କୁ ଗଲି. କିନ୍ତୁ ତୁ ଯାଇ ଥିଲୁ ଆମ ଗାଁ ନଈ କୂଳକୁ. ହଳଦୀ ରଙ୍ଗ ର ଶାଢ଼ି ପିନ୍ଧି ତୁ ସଜେଇ ହୋଇ ରହିଥିଲୁ ଲାଜେଇ ହଳଦୀ ବସନ୍ତ ପରି.
ମୋତେ କହିଲୁ ମୋ ଟେଡି ଦେ. ମୁଁ କହିଲି ମୋ ଟେଡି ତ ମୋ ଆଗରେ ଠିଆ ହେଇଛି.
ତୁ ହସିଦେଲୁ ଲାଜ ଭରା ସ୍ଵର ରେ.. ଆଉ ତୋ ହସ ରେ ଫୁଟି ଗଲା ନଈ ରେ ଲକ୍ଷେ କଇଁ ଫୁଲ.
ଜୀବନ ର କେତେ ରଙ୍ଗ.. RJ KISAN Happy teddy day.. 2020

rjkisan9874

RJ KISAN

Bronze Star
New Creator