Nojoto: Largest Storytelling Platform

ବନ୍ଦେ ଉତ୍କଳ ଜନନୀ ଇତିହାସ ଭାଷେ ଯା'ର ଯଶକୀର୍ତ୍ତି ସାଗ

ବନ୍ଦେ ଉତ୍କଳ ଜନନୀ

ଇତିହାସ ଭାଷେ ଯା'ର ଯଶକୀର୍ତ୍ତି 
ସାଗର ପଖାଳେ ଯା'ର ପାଦ ନିତି
ଯାହାରି ବୁକୁରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କ ସଙ୍ଗେ ବିରାଜିତ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ 
ଜୟ ଉତ୍କଳର ଜୟ 

ଚିତ୍ତରଞ୍ଜନ #utkal_divas #odia
ବନ୍ଦେ ଉତ୍କଳ ଜନନୀ

ଇତିହାସ ଭାଷେ ଯା'ର ଯଶକୀର୍ତ୍ତି 
ସାଗର ପଖାଳେ ଯା'ର ପାଦ ନିତି
ଯାହାରି ବୁକୁରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କ ସଙ୍ଗେ ବିରାଜିତ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ 
ଜୟ ଉତ୍କଳର ଜୟ 

ଚିତ୍ତରଞ୍ଜନ #utkal_divas #odia