Nojoto: Largest Storytelling Platform

ଦିଅ ମା ମୋତେ ଆଶିଷ _____________ ଅଳି କରୀକି ମୁଁ ମାଗୁଛ

ଦିଅ ମା ମୋତେ ଆଶିଷ
_____________
ଅଳି କରୀକି ମୁଁ ମାଗୁଛି ମା ଲୋ
ଦେ ଟିକେ ତୋ ଆଶିଷ
ମିଛ ମାୟାର ଏ ସଂସାର ଭିତରେ
ହେବି ମୁଁ ଭଲ ମଣିଷ।
୪ଲିଃ କାଠି ବିଦ୍ୟା ଭଣ୍ଡାରରୁ
 ଦେ ମୋତେ ଗୋଟେ କାଠି
ତୋ ଆଶିଷ ଲଭି ପୂରଣ କରିବି
ହେବା ଯାଏ ମୁଁ ଯେ ମାଟି।
ଆଜନ୍ମରୁ ମୂର୍ଖ କାଳିଦାସ ଙ୍କୁ ଯେ 
କଲୁ ତୁ ମହା ପଣ୍ଡିତ 
ଗଣେଶ ପଢ଼ିକି ୩ଲିଃ କାଠି
ହୋଇଲେ ସେ ବିଦ୍ୟାବନ୍ତ।
କରୁଛି ପ୍ରା ଥ ନା ତୁମରି ପାଖରେ
ଘେନ ମୋ ଭକ୍ତି ଆରତ
ହେ ହଂସ ବାହିନୀ ବିଦ୍ୟା ପ୍ରଦାୟିନୀ
ଦିଅ ମା ମୋତେ ଆଶିଷ।

ସରସ୍ଵତୀ ପୂଜାର ହାର୍ଦ୍ଧିକ ଶୁଭକାମନା Happy saraswati puja 2020
ଦିଅ ମା ମୋତେ ଆଶିଷ
_____________
ଅଳି କରୀକି ମୁଁ ମାଗୁଛି ମା ଲୋ
ଦେ ଟିକେ ତୋ ଆଶିଷ
ମିଛ ମାୟାର ଏ ସଂସାର ଭିତରେ
ହେବି ମୁଁ ଭଲ ମଣିଷ।
୪ଲିଃ କାଠି ବିଦ୍ୟା ଭଣ୍ଡାରରୁ
 ଦେ ମୋତେ ଗୋଟେ କାଠି
ତୋ ଆଶିଷ ଲଭି ପୂରଣ କରିବି
ହେବା ଯାଏ ମୁଁ ଯେ ମାଟି।
ଆଜନ୍ମରୁ ମୂର୍ଖ କାଳିଦାସ ଙ୍କୁ ଯେ 
କଲୁ ତୁ ମହା ପଣ୍ଡିତ 
ଗଣେଶ ପଢ଼ିକି ୩ଲିଃ କାଠି
ହୋଇଲେ ସେ ବିଦ୍ୟାବନ୍ତ।
କରୁଛି ପ୍ରା ଥ ନା ତୁମରି ପାଖରେ
ଘେନ ମୋ ଭକ୍ତି ଆରତ
ହେ ହଂସ ବାହିନୀ ବିଦ୍ୟା ପ୍ରଦାୟିନୀ
ଦିଅ ମା ମୋତେ ଆଶିଷ।

ସରସ୍ଵତୀ ପୂଜାର ହାର୍ଦ୍ଧିକ ଶୁଭକାମନା Happy saraswati puja 2020