*ଏ ବର୍ଷା* ************** ଗ୍ରୀଷ୍ମର ଉତ୍ତାପ।🥵 ବର୍ଷାର ଶୀତଳତା।⛈️ ଦେହର ତାପମାତ୍ରା।🤒 ମନର ଆବେଗ।😐 ତୁମର ସ୍ପର୍ଶ।🤗 ମୋର ଶିହରଣ।🤭 ତୁମେ କାରଣ।🫂💞 ପ୍ରେମ ଅକାରଣ।❣️🤞 ଚାତକ ମୁଁ।💁♀️ ବାରିଧି ତୁମେ।💁♂️ ଛୁଇଁଲ ଆଜି।🙈 ପାଇଲି ଜୀବନ।। 👩❤️👨 *************** ©Baisakhi Mohanty ଏ ବର୍ଷା ର ମହକ 🤗💞... #together #you_and_me #mylion #rain