ମୋ ଦୁନିଆ ତୁମଠୁ ଆରମ୍ଭ ସତ ହେଲେ ଏ କଥା ମୁଁ ନା ତୁମକୁ କହିପାରୁଛି , ତୁମ ବିନା ମୋ ଜୀବନ ଅଧୁରା ତୁମକୁ ଛାଡି ମୁଁ ବଞ୍ଚି ପାରିବିନି ସତ ହେଲେ ତୁମ ଖୁସି ଆଗରେ ମୋ ସବୁ ଖୁସି ମୁଁ ଭୁଲି ଯାଉଛି ।। #ପ୍ରେମପରିଭାଷା #YourQuoteAndMine Collaborating with Sasmita Bhoi