Nojoto: Largest Storytelling Platform

ହୃଦୟ ମୋର ନୁହେଁ ଏକ କାଚଘର ଯାହାକୁ ପ୍ରତିଥର ଆଘାତ ଦେଇ ପା

ହୃଦୟ ମୋର ନୁହେଁ ଏକ କାଚଘର
ଯାହାକୁ ପ୍ରତିଥର ଆଘାତ ଦେଇ ପାର,
ଭଲ ପାଇବା ଆଶା ରେ ମୁଁ ଜଳୁଛି ପ୍ରତିଥର
ମୋତେ କରନ୍ତି ନାହିଁ କେହି ହୃଦୟରୁ ସ୍ୱୀକାର, 
ପଚାରେ ମୋ ମନକୁ କାହିଁକି ହୁଏ ଏମିତି 
ମୋତେ ସବୁବେଳେ ଭିଜିବାକୁ ହୁଏ ଲୁହ ରେ ସାରା ରାତି ,
ଉତ୍ତର ମିଳିନି ଏ ଯାଏ  ସରିଗଲାଣି ମୋ ଦିନ 
ଅପେକ୍ଷା ଏ ମୃତ୍ୟୁର କାଳେ ଆଣିବ ସେ ନୂଆ ଦିନ ।
  
 #ହୃଦୟ ମୋର ନୁହେଁ ଏକ କାଚଘର
#0diapoem
ହୃଦୟ ମୋର ନୁହେଁ ଏକ କାଚଘର
ଯାହାକୁ ପ୍ରତିଥର ଆଘାତ ଦେଇ ପାର,
ଭଲ ପାଇବା ଆଶା ରେ ମୁଁ ଜଳୁଛି ପ୍ରତିଥର
ମୋତେ କରନ୍ତି ନାହିଁ କେହି ହୃଦୟରୁ ସ୍ୱୀକାର, 
ପଚାରେ ମୋ ମନକୁ କାହିଁକି ହୁଏ ଏମିତି 
ମୋତେ ସବୁବେଳେ ଭିଜିବାକୁ ହୁଏ ଲୁହ ରେ ସାରା ରାତି ,
ଉତ୍ତର ମିଳିନି ଏ ଯାଏ  ସରିଗଲାଣି ମୋ ଦିନ 
ଅପେକ୍ଷା ଏ ମୃତ୍ୟୁର କାଳେ ଆଣିବ ସେ ନୂଆ ଦିନ ।
  
 #ହୃଦୟ ମୋର ନୁହେଁ ଏକ କାଚଘର
#0diapoem