Nojoto: Largest Storytelling Platform

#ପ୍ରେମିକାର ସାନ ଭଉଣୀ😂😂😂 ପ୍ରେମିକାର ସାନ ଭଉଣୀକୁ ପ୍

#ପ୍ରେମିକାର ସାନ ଭଉଣୀ😂😂😂

ପ୍ରେମିକାର ସାନ ଭଉଣୀକୁ ପ୍ରେମ କରିବା ମନା
ହସି,ହସି ଦୁଇ ପଦ କଥା ହବାକୁ ମନା
ଆଖିରେ ଆଖି ମିଶେଇ ଦେଖିବା ମନା
ତା ସାଥେ ବାଟ ଚାଲିବା ମନା
କବି ହେଇ ତା ବିଷୟରେ ଲେଖିବା ମନା
ରହି ପାରୁନି ମୁଁ ଏକା ତୋ ସାନ ଭଉଣୀ ବିନା..!!
ରଞ୍ଜନ ପାଟସାଣି

©Ranjan Patasani
  #HappyRoseDay