Nojoto: Largest Storytelling Platform

*ପ୍ରେମ ସରାଗ* ପ୍ରେମ ର ସହରେ ବାଟୋଇ ଟେ ହୋଇ ତୁମ ସାଥେ ହେ

*ପ୍ରେମ ସରାଗ*
ପ୍ରେମ ର ସହରେ ବାଟୋଇ ଟେ ହୋଇ
ତୁମ ସାଥେ ହେଲି ଭେଟ
ସମୟ ବେଭାରେ ଅନୁସୃତ ହୋଇ
ଖୋଜିଲି ଜୀବନ ବାଟ
କି ହେଲା କେଜାଣି କିଛି ବାଟ ଚାଲି
ହଜିଗଲା ସ୍ମୃତିପଟ
ବୋଧହୁଏ କାଳେ ପ୍ରେମ ରଙ୍ଗ ବୋଳି
ହୃଦୟ ଲଗାଏ ନାଟ
ପ୍ରତିକ୍ଷଣେ ଆଜି ସ୍ପନ୍ଦନ କରୁଛି
ନିୟନ୍ତ୍ରଣ ହରା ହଟ
ନୟନକୁ ଚାହିଁ ସ୍ବପ୍ନ ଆବୋରିଛି
ତୁମ ରୂପ ଦୃଶ୍ୟପଟ #ପ୍ରେମସରାଗ #cinemagraph #lifequotes #lovequotes #lovestory #thoughts #feelings #yqodia
*ପ୍ରେମ ସରାଗ*
ପ୍ରେମ ର ସହରେ ବାଟୋଇ ଟେ ହୋଇ
ତୁମ ସାଥେ ହେଲି ଭେଟ
ସମୟ ବେଭାରେ ଅନୁସୃତ ହୋଇ
ଖୋଜିଲି ଜୀବନ ବାଟ
କି ହେଲା କେଜାଣି କିଛି ବାଟ ଚାଲି
ହଜିଗଲା ସ୍ମୃତିପଟ
ବୋଧହୁଏ କାଳେ ପ୍ରେମ ରଙ୍ଗ ବୋଳି
ହୃଦୟ ଲଗାଏ ନାଟ
ପ୍ରତିକ୍ଷଣେ ଆଜି ସ୍ପନ୍ଦନ କରୁଛି
ନିୟନ୍ତ୍ରଣ ହରା ହଟ
ନୟନକୁ ଚାହିଁ ସ୍ବପ୍ନ ଆବୋରିଛି
ତୁମ ରୂପ ଦୃଶ୍ୟପଟ #ପ୍ରେମସରାଗ #cinemagraph #lifequotes #lovequotes #lovestory #thoughts #feelings #yqodia