Nojoto: Largest Storytelling Platform

ମୋ ପାନଖିଆ ଓଠ ର ଲାଲ୍ ରଙ୍ଗ ଟା ପରା ତମ ସେ ଘିଅଖିଆ ଓଠ ର

ମୋ ପାନଖିଆ ଓଠ ର ଲାଲ୍ ରଙ୍ଗ 
ଟା ପରା ତମ ସେ ଘିଅଖିଆ ଓଠ ର 
ଓଢ଼ଣୀ କୁ ସବୁଦିନ ପାଇଁ,
 ଇମାରତ କରିବାକୁ ଚାହୁଁଛି। 
ମୋ ରିକ୍ତ ମନ ର ମହମ ଭରା ମନ୍ଦିରେ
 ନିଇତି ବାଜୁଛି ଘଣ୍ଟା। 
ଅପେକ୍ଷା ର ଅସଜଡ଼ା ଫର୍ଦ୍ଦ କୁ ସଜାଡ଼ୁ,
 ସଜାଡ଼ୁ ଭାଙ୍ଗିଗଲାଣି ମୋ ଅଣ୍ଟା।
 ତମ ସେ ସୁବର୍ଣ୍ଣ ପ୍ରତିମା କୁ 
ପୂଜିବା ପାଇଁ କି ସାଜିଯିବି, 
ମୁଁ ବିନା ପ‌ଇତାର ପୂଜକ। 
ଆଉ ସେଠି ମୋ ବେଦ ମନ୍ତ୍ର ତମେ ଶୁଣିବ,
 ଆଉ ତମ ଆଶିଷ ଖାଲି ମୁଁ ପାଇବି। 
ସଞ୍ଜ ନ‌ଉଁ ଥିବ, ଜହ୍ନ ଉଉଁ ଥିବ, 
କ‌ଇଁ ଫୁଟୁଥିବ, ଆଉ ମୁଁ ତମ ମୋହିନୀ
 ଆଖିରେ ମୋହିତ ହେଇ ଚାଲିଥିବି। ତମ ପାଇଁ,
ମୁଁ ଅଭିଶପ୍ତ ବସନ୍ତ ର ଉଆଁସୀ ଖରା। #yourquotebhaina ଜୁହାର। ରାତି ପାହିଗଲା। କାଲି ରାତିରେ ଆପଣଙ୍କ ସହ କଥା ବାର୍ତ୍ତା ମୋତେ ଖୁବ୍ ସୁନ୍ଦର ଲାଗିଲା। ତତ୍ସହିତ ମୋର କେତେ ଜଣ ବରିଷ୍ଠ ଲେଖକ,ଲେଖିକା ମହୋଦୟା ଙ୍କ ସହ ମଧ୍ୟ ଭେଟ ହେଲା। ଆଉ ଆପଣ ଙ୍କ ପ୍ରଦତ୍ତ #କନକ‌ଉପତ୍ୟକାରସେଇସୁବର୍ଣ୍ଣପ୍ରତିମା ବିଷୟରେ ମୁଁ କିଛି ଗାରେଇଛି, ଆଶା କରେ ଆପଣ ଙ୍କୁ ପସନ୍ଦ ଆସିବ। 
ଆଗକୁ ଆଗେଇବା ପାଇଁ ଆପଣଙ୍କ ନିର୍ଦ୍ଦେଶ;
ମୁଁ ଏଥିନିମନ୍ତେ ଆମନ୍ତ୍ରଣ କରୁଛି Abhilipsa Sahoo , Mr Pairabi Suna, reshma mahapatra , Bela Bhumi   ଙ୍କୁ। 
ମୋର ଶେଷ ପଦ: #ମୁଁଅଭିଶପ୍ତବସନ୍ତର‌ଉଆଁସୀଖରା ।
ଶୁଭ ସକାଳ
#ତୁମଆମଗୁନ୍ଥାକବିତା
#ସମୟେଅସମୟେ #ଓଡ଼ିଆgames  
#yqbhaina