Nojoto: Largest Storytelling Platform

ଯା'ର ବ୍ୟଙ୍ଗ ଗୋଟେ ବ‌ଉଳା ଗାଈ,, ସମାଜ ରୂପକ ବାଘ ଉପରେ ପକ

ଯା'ର ବ୍ୟଙ୍ଗ
ଗୋଟେ ବ‌ଉଳା ଗାଈ,,
ସମାଜ ରୂପକ ବାଘ ଉପରେ
ପକାଏ ନିଇତି ସତ୍ୟ ର ଛାଇ,,,
ସିଏ ପରା ଆମ ମନୋଜ ମାଟି ର
କାଳି କୁମାର ଭାଇ।।।। ଗୋଟେ ପକ୍ଷୀ ର ନାଁ
ହେଉଛି "କାଳି କୁମାର"
ଯିଏ କ୍ଷିପ୍ରତା କୁ ସାଥି କରି
ପୁରା ଆକାଶ ରେ କ୍ଷତ୍ରିୟ ଟେ ପରି
ନିର୍ଭୀକ ଭାବେ ବୁଲିପାରେ।।

ଗୋଟେ ବାଉଁଶ ନଳା ର
ନାଁ ହେଉଛି "କାଳି କୁମାର"
ଯା'ର ବ୍ୟଙ୍ଗ
ଗୋଟେ ବ‌ଉଳା ଗାଈ,,
ସମାଜ ରୂପକ ବାଘ ଉପରେ
ପକାଏ ନିଇତି ସତ୍ୟ ର ଛାଇ,,,
ସିଏ ପରା ଆମ ମନୋଜ ମାଟି ର
କାଳି କୁମାର ଭାଇ।।।। ଗୋଟେ ପକ୍ଷୀ ର ନାଁ
ହେଉଛି "କାଳି କୁମାର"
ଯିଏ କ୍ଷିପ୍ରତା କୁ ସାଥି କରି
ପୁରା ଆକାଶ ରେ କ୍ଷତ୍ରିୟ ଟେ ପରି
ନିର୍ଭୀକ ଭାବେ ବୁଲିପାରେ।।

ଗୋଟେ ବାଉଁଶ ନଳା ର
ନାଁ ହେଉଛି "କାଳି କୁମାର"