Nojoto: Largest Storytelling Platform

ଜୀବନର ରାସ୍ତାରେ ଏକା ଚାଲୁ ଚାଲୁ ତୋ ସହ ହେଲା ଭେଟ ହେଲେ କ

ଜୀବନର ରାସ୍ତାରେ ଏକା ଚାଲୁ ଚାଲୁ
ତୋ ସହ ହେଲା ଭେଟ
ହେଲେ କେବେ ଜାଣିନଥିଲି
ତୁ ଦିନେ ମୋତେ ଏତେ କରିବୁ ଛଟପଟ

©Diptimayee Nayak
  #SAD #Broken💔Heart #StolenHeart #odiawritings #odiakavita #odianojoto