Nojoto: Largest Storytelling Platform

ଶବ୍ଦ ପଦ ବାକ୍ୟ କାବ୍ୟ - ନିରବତା ର ଭାଷା 🌼------*-----

ଶବ୍ଦ ପଦ ବାକ୍ୟ କାବ୍ୟ - ନିରବତା ର ଭାଷା
🌼------*-------------🌻-------------*------🌼


ଅସଭ୍ୟ ଅସାଧ୍ୟ ଅଜ୍ଞ ଅଭୟ ଅଵଜ୍ଞ,
କୁକର୍ମ କୁତ୍ସିତ କୃର କୁଣ୍ଠିତ କୃତଜ୍ଞ।
ଆସନ ଆୟୁଷ ଆଶା ଆନ ଆଜୀବନ,
ଖଟ ଖଗ ଖଣ୍ଡା ଖନ୍ଦ ଖଣିଜ ଖ୍ୟାପନ।
ଇତର ଇନ୍ଦ୍ରିୟ ଇଷି ଇତି ଇହଲୀନ,
ଗରବ ଗୌରବ ଗର୍ଭେ ଗୁପତ ଗହନ।
ଈଶ୍ୱର ଈଶ୍ୱରୀ ଈଶାନ ଈକ୍ଷିତ ଈହିତ,
ଘୃଣା ଘ୍ରାତି ଘନସାର ଘରେ ଘଟ ଘୃତ। ...
 #silencespeaks #silence #poetry #sentence_vs_sentense
#indirect #touch #odiawritings #yqodia
ଶବ୍ଦ ପଦ ବାକ୍ୟ କାବ୍ୟ - ନିରବତା ର ଭାଷା
🌼------*-------------🌻-------------*------🌼


ଅସଭ୍ୟ ଅସାଧ୍ୟ ଅଜ୍ଞ ଅଭୟ ଅଵଜ୍ଞ,
କୁକର୍ମ କୁତ୍ସିତ କୃର କୁଣ୍ଠିତ କୃତଜ୍ଞ।
ଆସନ ଆୟୁଷ ଆଶା ଆନ ଆଜୀବନ,
ଖଟ ଖଗ ଖଣ୍ଡା ଖନ୍ଦ ଖଣିଜ ଖ୍ୟାପନ।
ଇତର ଇନ୍ଦ୍ରିୟ ଇଷି ଇତି ଇହଲୀନ,
ଗରବ ଗୌରବ ଗର୍ଭେ ଗୁପତ ଗହନ।
ଈଶ୍ୱର ଈଶ୍ୱରୀ ଈଶାନ ଈକ୍ଷିତ ଈହିତ,
ଘୃଣା ଘ୍ରାତି ଘନସାର ଘରେ ଘଟ ଘୃତ। ...
 #silencespeaks #silence #poetry #sentence_vs_sentense
#indirect #touch #odiawritings #yqodia