Nojoto: Largest Storytelling Platform

"ଇ ଜୁଗର୍ ଏନ୍ତା ଖବର୍,✍🏻 ଉଡ଼ି ବୁଲୁଛେ ଛିଟା।🤳 କେଭେ

"ଇ ଜୁଗର୍ ଏନ୍ତା ଖବର୍,✍🏻
ଉଡ଼ି ବୁଲୁଛେ ଛିଟା।🤳
କେଭେ ଆସୁଛେ ଘୋର୍ ସଙ୍କଟ୍,🦹
କେଭେ ମିଲୁଛେ ମିଠା।🧁

ଦାନଵ୍ ଆଏ ଆଜିର୍ ମାନଵ୍, 😡
ମାଖିଛେ ରକତ୍ ଚିତା।👹
ପ୍ରଭୁର୍ ନାମ୍ ଡରେଃ ଡ଼କରା,🤒
ମନେଁ ପଏସାର୍ ଅଠା।"🤑 #eraquotes #lifequotes #money #humanity #odiaquotes #people #yqsambalpuri #reality