Nojoto: Largest Storytelling Platform

"ଜୀଁଵାର୍ ନୁହେ ମନା" ଜାଡ଼୍ ଛଡ଼ା ସମିୟା କେ ବସନ୍ତର୍ ହେ

"ଜୀଁଵାର୍ ନୁହେ ମନା"

ଜାଡ଼୍ ଛଡ଼ା ସମିୟା କେ ବସନ୍ତର୍ ହେଲା ସାମ୍ନା
ଛୁଆ ନୁ ବୁଢ଼ା ଯାଏ ସଭେ ରୋଗର୍ ଦହନା
କେନୁ ଆଏଲା ଚଏତେ ବର୍ଷା କାହାକେ ନାଇନ ଜନା
ଏନ୍ତା ବେଲେ ଚାଇନା ଦେଲା କଟା ଘା' ନେ ଚୁନା

ଗୁଟେ ଦେଶୁ ୨ ଟା ଆର୍ ୨ ଟା ନୁ ୪ ଟା
ଖାଁସି ଛିଁକୀ ଜରର୍ ମାଡ଼େ କମ୍ପି ଗଲା ସଂସାର୍ ଟା
ସ୍କୁଲ୍ କଲେଜ ମନା ହେଲା ଶେଷ୍ କେ ମଦ୍ ଦୁକାନ୍
ପରିବେଶ ଟା ଚୁପ୍ ପଡ଼ିଛେ ଚାଷ୍ ବାସ୍ ନେ ନୁକ୍ସାନ୍

ସଵ୍ଜୀ ବଜାର୍ ଛିନା ଆଏ ବାହାରେ ବୁଲବାର୍ ମନା
ବୁଲୁଛେ ପୁଲିସ୍ ସବୁ ଗାଁ ଯେଭୁ ଆଏଲା 'କରୋନା'
ହାତ୍ ଜୁଡ଼ିଛେ ସର୍କାର୍ ତାର୍ ସାଂଗେ ଡ଼ାକ୍ତରଖାନା
କଥା ମାନି ଘରେ ଥିମା ନିଜର୍ ଜୀଁଵାର୍ ନୁହେ ମନା  #coronavirus✍️
let's make it possible to kill 'Corona' forever! 🙏🇮🇳
🗣️🌬️❄️🌦️🌡️ #corona #yqsambalpuri #koshli #sambalpuri #yqodia #jantacurfew  🛑🚧🏥🚑🚫

coronavirus✍️ let's make it possible to kill 'Corona' forever! 🙏🇮🇳 🗣️🌬️❄️🌦️🌡️ #corona #yqsambalpuri #Koshli #Sambalpuri #yqodia #jantacurfew 🛑🚧🏥🚑🚫