Nojoto: Largest Storytelling Platform

କାହାଣୀ ଲେଖିବାର ଇଚ୍ଛା ହୁଏ ହେଲେ ଶବ୍ଦ ମିଲେନା କହିବାକୁ

କାହାଣୀ ଲେଖିବାର
ଇଚ୍ଛା ହୁଏ
ହେଲେ ଶବ୍ଦ ମିଲେନା
କହିବାକୁ ବହୁତ କିଛି
ଇଚ୍ଛା ହୁଏ
ହେଲେ ଭାବ ମିଲେନା
କେବେ କେବେ ନିଜ ଭିତରେ
ଦ୍ଵନ୍ଦ ହୁଏ
କିଛି କରି ହୁଏନା
କାହା ମନ କଥା ବୁଝିବାକୁ
ଇଚ୍ଛା ହୁଏ
ହେଲେ ମନ ମିଶେନା

©jayashree dash #ଇଚ୍ଛା
କାହାଣୀ ଲେଖିବାର
ଇଚ୍ଛା ହୁଏ
ହେଲେ ଶବ୍ଦ ମିଲେନା
କହିବାକୁ ବହୁତ କିଛି
ଇଚ୍ଛା ହୁଏ
ହେଲେ ଭାବ ମିଲେନା
କେବେ କେବେ ନିଜ ଭିତରେ
ଦ୍ଵନ୍ଦ ହୁଏ
କିଛି କରି ହୁଏନା
କାହା ମନ କଥା ବୁଝିବାକୁ
ଇଚ୍ଛା ହୁଏ
ହେଲେ ମନ ମିଶେନା

©jayashree dash #ଇଚ୍ଛା