ଯେତେବେଳେ ସେ ଖୁସି ମନରେ ଥାଏ , ଆଉ ଅନବରତ ତା ସରୁ ଗୋଲାପୀ ଓଠ ଯୋଡିକରୁ କୋଇଲି ର କଅଁଳ ସ୍ୱର ସହ- ମଧୁବସନ୍ତ ର ମଳୟ ଭାସି ଆସେ । ନା ମୁ କେବେ ସେ ଚଞ୍ଚଳି ହରିଣୀ କୁ ରୋକିପାରେ , ନା ରୋକିପାରେ ନିଜ ମନରେ ଉତୁରୁଥିବା ଉଦ୍ଦୀପନା କୁ । #yqodia #odiapoetry #odiawritings #odiakavita #odiaquotes #yourquoteodia #odisha #yqbhaina