Nojoto: Largest Storytelling Platform

ସବୁ ସପନ ତ ସତ ହୁଏ ନାହିଁ ଦେଇଯାଏ କିଛି ବ୍ୟଥା, କଳ୍ପନା

ସବୁ ସପନ ତ ସତ ହୁଏ ନାହିଁ
ଦେଇଯାଏ କିଛି ବ୍ୟଥା,

କଳ୍ପନା କୁ କିଏ ପାରିଛି କି ଛୁଇଁ
ଦୁଃଖ ହିଁ ମିଳେ ଅଯଥା

ବାସ୍ତବିକତାର ବାସ୍ତବ ବେଶରେ 
ବିଶ୍ୱାସ ସାଉଁଟୁ ଥାଏ,

ସେର ତ ପୂରେନା ମାଣ ବି ପୂରେନା
ଖାଲି ହାତେ ଫେରି ଯାଏ। #shayari #poetry #odia @
ସବୁ ସପନ ତ ସତ ହୁଏ ନାହିଁ
ଦେଇଯାଏ କିଛି ବ୍ୟଥା,

କଳ୍ପନା କୁ କିଏ ପାରିଛି କି ଛୁଇଁ
ଦୁଃଖ ହିଁ ମିଳେ ଅଯଥା

ବାସ୍ତବିକତାର ବାସ୍ତବ ବେଶରେ 
ବିଶ୍ୱାସ ସାଉଁଟୁ ଥାଏ,

ସେର ତ ପୂରେନା ମାଣ ବି ପୂରେନା
ଖାଲି ହାତେ ଫେରି ଯାଏ। #shayari #poetry #odia @