Nojoto: Largest Storytelling Platform

*:ନୀରବତା:* ଗୀତଗାଏ ଜହ୍ନରାତି ନାଚେ ବି ଏ ଶ୍ରାବଣ କଥା କହ

*:ନୀରବତା:*
ଗୀତଗାଏ ଜହ୍ନରାତି
ନାଚେ ବି ଏ ଶ୍ରାବଣ
କଥା କହେ ଏ ଚନ୍ଦ୍ରମା
ଦୋଳି ଖେଳେ ପବନ

ପାଏନାହିଁ ଉତ୍ତର ମୁଁ
ଯଦି ଜଣା କହିବ
ଏତେ ଭିଡ ଭିତରେ ବି
କାହିଁକି ମୁଁ ନିରବ ??

ବଉଦର ଉହାଡରୁ ଜହ୍ନ ଉଙ୍କିମାରେ
ଝାପ୍ସା ଜୋଛନାର ତାଳେ କିଏ ଭିଜେ କିଏ ପୁଣି ଜଳେ

ମନ ମୋର କହେ କିଛି ତୁମକୁ ସେ କହିବ
କାହିଁକି ମୁଁ ଜଣେନାହିଁ ତଥାପି ସେ ନିରବ
ମୋ କବିତା ତୁମକୁ ଖୋଜେ ତୁମକୁ ସେ ଖୋଜିବ
ତୁମମନ ପ୍ରଗଳ୍ଭା ଝରଣା
ତଥାପି ମୁଁ ନିରବ ।। #poetryoftheday 
#aditya908 
#shayaraadi #ନିରବତାର_ପ୍ରେମ
#romantic_poetry
#ଜହ୍ନରାତି
#ଶ୍ରାବଣ
*:ନୀରବତା:*
ଗୀତଗାଏ ଜହ୍ନରାତି
*:ନୀରବତା:*
ଗୀତଗାଏ ଜହ୍ନରାତି
ନାଚେ ବି ଏ ଶ୍ରାବଣ
କଥା କହେ ଏ ଚନ୍ଦ୍ରମା
ଦୋଳି ଖେଳେ ପବନ

ପାଏନାହିଁ ଉତ୍ତର ମୁଁ
ଯଦି ଜଣା କହିବ
ଏତେ ଭିଡ ଭିତରେ ବି
କାହିଁକି ମୁଁ ନିରବ ??

ବଉଦର ଉହାଡରୁ ଜହ୍ନ ଉଙ୍କିମାରେ
ଝାପ୍ସା ଜୋଛନାର ତାଳେ କିଏ ଭିଜେ କିଏ ପୁଣି ଜଳେ

ମନ ମୋର କହେ କିଛି ତୁମକୁ ସେ କହିବ
କାହିଁକି ମୁଁ ଜଣେନାହିଁ ତଥାପି ସେ ନିରବ
ମୋ କବିତା ତୁମକୁ ଖୋଜେ ତୁମକୁ ସେ ଖୋଜିବ
ତୁମମନ ପ୍ରଗଳ୍ଭା ଝରଣା
ତଥାପି ମୁଁ ନିରବ ।। #poetryoftheday 
#aditya908 
#shayaraadi #ନିରବତାର_ପ୍ରେମ
#romantic_poetry
#ଜହ୍ନରାତି
#ଶ୍ରାବଣ
*:ନୀରବତା:*
ଗୀତଗାଏ ଜହ୍ନରାତି